Mobile Advisory

Sl No.Message sent to farmerDate Sent
1 ମକା ଚାଷ ରେ ଲେଡା ପୋକର ଆକ୍ରମଣ ଦେଖିଲେ ପ୍ରତି ସପ୍ତାହରେ ଏକର ପ୍ରତି ୨୦,୦୦୦ ଟ୍ରାୟକୋଗ୍ରାମା ପରାଶ୍ରୟୀ କୀଟ ୪-୫ ସପ୍ତାହ ଛାଡନ୍ତୁ 31 Aug 2018
2 ମଧ୍ୟମ କିସମ ଧାନକୁ (110 ରୁ 145 ଦିନ ଅବଧି) ଧାଡି କୁ ଧାଡି 20 ସେମି ଓ ଗଛ କୁ ଗଛ 10 ସେମି ଏବଂ ବିଳମ୍ବ କିସମ ଧାନକୁ (145 ରୁ 170 ଦିନ ଅବଧି) ଧାଡି କୁ ଧାଡି 20 ସେମି ଓ ଗଛ କୁ ଗଛ 15 ସେମି ବ୍ୟବଧାନରେ 10 ଧାଡି ପରେ 1 ଧାଡି ଅନ୍ତର ଦେଇ ରୁଅନ୍ତୁ |14 Aug 2018
3 କୁକୁଡ଼ାର ଘୁମା ରୋଗର ନିୟନ୍ତ୍ରଣ ପାଇଁ ୭ ଦିନରେ ଲାସୋଟା ପ୍ରତିଷେଧକ ଟୀକା ଓ 13-୧୫ ଦିନ ଭିତରେ ଆଇ.ବି.ଡି. ଟୀକା ଆଖିରେ ପକାଇବାର ବ୍ୟବସ୍ତା କରନ୍ତୁ28 Aug 2018
4 କଦଳୀରେ ଯଊପୋକ ଦେଖାଦେଲେ ପ୍ରତି ଲିଟର ପାଣିରେ ୨ ମିଳି ଡ଼ାଈମେଥଏଟ ପ୍ରତି ପତ୍ର କୋଣ ରେ ପ୍ରୟୋଗ କରନ୍ତୁ24 Aug 2018
Hide Main content block

Copyright © Krishi Vigyan Kendra Sonepur

Visitor Counter smallseotools counter for traffic